9th Class Physical Science (ଭୌତିକ ବିଜ୍ଞାନ) - Chapter 4 ପରମାଣୁ ଗଠନ All Question With Answer

↓ Question & Answer ↓

1. ଟମ୍‌ସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ ପରମାଣୁ କିପରି ବିଦ୍ୟୁତ୍ ନିରପେକ୍ଷ ବୁଝାଅ ।

ଉ –
ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ,

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ସେଥ‌ିରେ ଇଲେକ୍‌ଟ୍ରଗୁଡ଼ିକ ଚାରିଆଡ଼େ ସଂଯୁକ୍ତ ହୋଇ ରହିଥାଏ ।
  • ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ରହିଥାଏ । ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

ଉ –
ତିନୋଟି ଅବପରମାଣୁ କଣିକାର ନାମ ହେଉଛି –
- ଇଲେକ୍‌ଟ୍ରନ୍
- ପ୍ରୋଟନ୍
- ନିଉଟ୍ରନ୍

ଉ –
ପରମାଣୁ କ୍ରମାଙ୍କ = 2, ବସ୍ତୁତ୍ୱ ସଂଖ୍ୟା = 4
ପରମାଣୁର ନିଉକ୍ଲିୟସ୍‌ରେ ଥ‌ିବା ନିଉଟ୍ରନ୍ ସଂଖ୍ୟା = ବସ୍ତୁତ୍ୱ ସଂଖ୍ୟା – ପରମାଣୁ କ୍ରମାଙ୍କ = 4 – 2 = 2
∴ ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ 2ଟି ନିଉଟ୍ରନ ଅଛି ।

ଉ –
ନାଇଟ୍ରୋଜେନ ପରମାଣୁର ନ୍ୟୁକ୍ଲିୟସ୍ ଚାରିପଟେ ଦୁଇଟି ସେଲ
ଯଥା- K ଓ L ରହିଛି |
ନାଇଟ୍ରୋଜେନ୍‌ର ପରମାଣୁ କ୍ରମାଙ୍କ = 7
ଏହି ପରମାଣୁର 7ଟି ଇଲେକ୍‌ଟ୍ରନ୍ ମଧ୍ୟରୁ K-ସେଲ୍‌ରେ 2ଟି
ଏବଂ L-ସେଲ୍‌ରେ 5ଟି ଇଲେକ୍‌ଟ୍ରନ୍ ସଜାଇ ହୋଇ ରହିଛନ୍ତି ।

ଉ –

Cl– ଆୟନର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି – 2, 8, 7
ଅର୍ଥାତ୍ K ସେଲ୍ ପାଇଁ 2ଟି, L ସେଲ୍ ପାଇଁ 8ଟି ଓ M ସେଲ୍ ପାଇଁ 7ଟି ଇଲେକ୍‌ଟ୍ରନ୍ ଥାଏ ।

ଉ –
ଅଷ୍ଟେଟ ନିୟମ ଅନୁସାରେ ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ‌ିକ ୫ଟି ଇଲେକ୍‌ଟ୍ରନ୍ ରହିପାରିବ ।

M ସେଲ୍ ରେସର୍ବାଧିକ 18 ଟି ଇଲେକ୍‌ଟ୍ରନ୍ ରହିପାରିବ |
(∵ 2 x (3)2 = 18)

ଉ –
(a) ସିଲିକନ୍‌ ପରମାଣୁ କ୍ରମାଙ୍କ = 14
ଏହି ପରମାଣୁର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି K(2), L(8) ଓ M(4) । ଅର୍ଥାତ୍ ଏହାର ବାହ୍ୟତମ ସେଲ୍‌ରେ 4ଟି ଇଲେକ୍‌ଟ୍ରନ୍ ରହିଛି ।
(b) ସିଲିକନ୍ ପରମାଣୁ ତାର ବାହ୍ୟତମ କକ୍ଷରେ ଥ‌ିବା ଚାରୋଟି ସଂଯୋଜକ ଇଲେକ୍‌ଟ୍ରକୁ ଭିନ୍ନ ପରମାଣୁ ସହ ମିଳିତ ଭାବେ ଇଲେକ୍‌ଟ୍ରନ୍‌ ସହଭାଗ କରି ସଂଯୁକ୍ତ ହୋଇଥାଏ ଏବଂ ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନା ରୂପ ପ୍ରାପ୍ତ ହୋଇଥାଏ । ତେଣୁ ସିଲିକନ୍‌ର ଯୋଗ୍ୟତା 4 ଅଟେ ।

ଉ –
ଗୋଟିଏ ପରମାଣୁର ନ୍ୟୁକ୍ଲିୟସ୍‌ରେ ଥ‌ିବା ପ୍ରୋଟନସଂଖ୍ୟାକୁ ଏହା ପରମାଣୁ କ୍ରମାଙ୍କ କୁହାଯାଏ । ପରମାଣୁ ବିଦ୍ୟୁତ୍ ନିରପେକ୍ଷ ହେତୁ ପ୍ରୋଟନ ସଂଖ୍ୟା = ଇଲେକ୍‌ଟ୍ରନ ସଂଖ୍ୟା = 8

ଉ –
ହାଇଡ୍ରୋଜେନ୍ ର ତିନୋଟି ଆଇସୋଟୋପ୍ଲର ନାମ

  • ହାଇଡ୍ରୋଜେନ୍ ବା ପ୍ରୋଟୋନ୍ \left( \begin{array}{c} 1 \\ 2 \end{array} \right)\!\! \raisebox{0.2em}{H}
  • ଡିଉଟେରିଅମ୍ (2H କିମ୍ବା D)
  • ଟ୍ରାଇଟିଅମ୍ (3H କିମ୍ବା T)

BSE Odisha 9th Class Physical Science (ଭୌତିକ ବିଜ୍ଞାନ) Detailed Text:

Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ
Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି
Chapter 3 ପରମାଣୁ ଓ ଅଣୁ