9th Class Physical Science (ଭୌତିକ ବିଜ୍ଞାନ) - Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ All Question With Answer

↓ Question & Answer ↓

1. ନିମ୍ନୋକ୍ତ ତାପମାତ୍ରାକୁ ସେଲ୍‌ସିୟସ୍ ସ୍କେଲରେ ପରିଣତ କର ।

(a) 300 K
(b) 470 K
(c) 237 K

Answer:
°C = K – 273
(a) °C = K – 273 ⇒ (300 – 273)°C = 27°C ∴ 300K = 27°C
(b) °C = K -273 ⇒ (470 – 273)°C = 197°C ∴ 470K = 197°C
(c) °C = K – 273 ⇒ (237 – 273)°C = -36°C ∴ 237K = -36°C

Answer:
273 +°C = K
(a) K= 273 + °C = (237 – 27) K = 300K ∴ 27°C = 300K
(b) K = 273 +°C = (273 + 100) K = 373 K ∴ 100°C = 300K
(c) K = 273 +°C = (273 + 273) K = 546 K ∴ 273°C = 373K
(d) K = 273 +°C = (273 + 0) K = 273 K ∴ 0°C = 546K
(e) K = 273 +°C = (273 – 20) K = 253 K ∴ – 20°C = 253K

(a) ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ । ଉ – ବାୟମଣ୍ଡଲୀୟ ତାପମାତ୍ରାରେ ଗନ୍ଧକର୍ପୂର ଗୁଲିଗୁଡ଼ିକ ସିଧାସଳଖ କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାରେ ପରିଣତ ହୁଅନ୍ତି । ସେଥ‌ିପାଇଁ ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ । (b) ଆମେ ଅତର ଶିଶିଠାରୁ ଅନେକ ଦୂରତାରେ ଥାଇ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ । ଉ – ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧ‌ିକ । ବିସରଣ ପ୍ରକ୍ରିୟାରେ ଅତରର କଣିକାଗୁଡ଼ିକ ଦ୍ରୁତ ବେଗରେ ସବୁଦିଗକୁ ବ୍ୟାପିଯାଏ ଏବଂ ବାୟୁରେ ଥ‌ିବା ଅନ୍ୟ ଅଣୁଗୁଡ଼ିକ ସହ ମିଶିଯାଏ ।ସେଥିପାଇଁ ଅତର ଶିଶିଠାରୁ ଅନେକ ଦୂରତାରେ ଆମେ ଥିଲେ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ ।

Ans:
ଅକ୍‌ସିଜେନ୍, ଜଳ, ଚିନି ।

ଉ –
(a) 25°C ରେ ଜଳ ତରଳ ଅବସ୍ଥାରେ ରହିବ ।
(b) 0°C ରେ ଜଳ କଠିନ ଅବସ୍ଥାରେ ରହିବ
(c) 373K ରେ ଜଳ ଗ୍ୟାସୀୟ ଅବସ୍ଥାରେ ରହିବ ।

(a) ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ ।
ଉ –

  • ଜଳର ସ୍ଫୁଟନାଙ୍କ 100°C ଏବଂ ଘନାଙ୍କ 0°C । ସାଧାରଣ ତାପମାତ୍ରା ଜଳର ସ୍ଫୁଟନାଙ୍କଠାରୁ କମ୍ ଓ ଜଳ ଘନାଙ୍କଠାରୁ ଅଧ‌ିକ ।
  • ତେଣୁ ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ ।


(b) ଏକ ଲୁହା ଆଲମାରୀ ସାଧାରଣ ତାପମାତ୍ରାରେ କଠିନ ଅଟେ ।
ଉ –

  • ଲୁହାର ଗଳନାଙ୍କ ଓ ସ୍ଫୁଟନାଙ୍କ ସାଧାରଣ ତାପମାତ୍ରାଠାରୁ ଯଥେଷ୍ଟ ଅଧିକ ।
  • ତେଣୁ ସାଧାରଣ ତାପମାତ୍ରାରେ ଲୁହା ଆଲମାରୀ କଠିନ ଅଟେ ।

ଉ –
273 K ତାପମାତ୍ରାରେ ଜଳ ତାପ ଗ୍ରହଣ କରିବାଦ୍ଵାରା ତାହାର ତାପମାତ୍ରା ବୃଦ୍ଧି ପାଏ, କିନ୍ତୁ ବରଫ 273K ତାପମାତ୍ରାରେ ନିଜର ଅବସ୍ଥା (କଠିନରୁ ତରଳ) ପରିବର୍ତ୍ତନ ପାଇଁ ତାପ ଗ୍ରହଣ କରେ । ଏହି ଅତିରିକ୍ତ ତରଳୀକରଣ ତାପ ଯୋଗୁଁ ବରଫ ଅଧିକ ଥଣ୍ଡା ଜଣାପଡ଼େ ।

ଉ –
ବାମ୍ଫ ଫୁଟୁଥ‌ିବା ଜଳ ଅପେକ୍ଷା ଆମ ଶରୀରରେ ଅଧ‌ିକ ଦହନ ସୃଷ୍ଟି କରେ । କାରଣ 273 K ତାପମାତ୍ରାରେ ବାମ୍ଫର ଗୁପ୍ତତାପ ହେତୁ,ତାହାର ଅଧ୍ବକ ପରିମାଣରେ ତାପ ଥାଏ । ଯେତେବେଳେ ଏହା ଆମ ଶରୀର ସଂସ୍ପର୍ଶରେ ଆସେ, ଅଧିକ ତାପ ପ୍ରଦାନ କରେ ।


ଉ –
(A) ଗଳନ
(B) ବାଷ୍ପ1କରଣ
(C) ଘନୀକରଣ
(D) ହିମୀକରଣ
(F) ଊର୍ଦ୍ଧ୍ବ ପାତନ
(E) ଊର୍ଦ୍ଧ୍ବପାତନ

BSE Odisha 9th Class Physical Science (ଭୌତିକ ବିଜ୍ଞାନ) Detailed Text:

Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି
Chapter 3 ପରମାଣୁ ଓ ଅଣୁ
Chapter 4 ପରମାଣୁ ଗଠନ