Odia Pratisabda
ପୃଥିବୀ - ଧରା , ଧରଣୀ
ମୟୂର - କେକୀ , ଶିଖୀ, କଳାପୀ , ନୀଳକଣ୍ଠ , ଶ୍ରୀଖଣ୍ଡୀ , ବର୍ହୀ
ଫୁଲ - ସୁମନ , କୁସୁମ
ମାତା - ଜନନୀ , ଜନ୍ମଦାତ୍ରୀ
ଯୁଦ୍ଧ - ଲଢ଼େଇ , ସଂଗ୍ରାମ
ରାତି - ରଜନୀ, ନିଶା
ଶୁଆ - କାକ , ତୋତା
ସାପ - ସର୍ପ , ଅହି
ସାଗର - ସମୁଦ୍ର , ବାରିଧି
ସିଂହ - କେଶରୀ , ପଶୁରାଜ