Odia Pratisabda
ଘର - ଗୃହ, ଭବନ , ସଦନ , ନିକେତନ
ଘୋଡା - ଅଶ୍ଵ , ଘୋଟକ
ଚକ୍ଷୁ - ଆଖି , ନୟନ, ନେତ୍ର , ଲୋଚନ
ଚନ୍ଦ୍ର - ଶଶୀ , ଜହ୍ନ , ନିଶାକର
ଗଛ - ବୃକ୍ଷ , ପାଦପ, ଦ୍ରୁମ
କୂଳ - ତଟ, ତୀର
ସୂର୍ଯ୍ୟ - ରବି, ଭାସ୍କର, ଦିବାକର, ଭାନୁ, ଆଦିତ୍ୟ, ତପନ, ପ୍ରଭାକର, ଦିନକର, ଅର୍କ, ମିହିର, ମାର୍ତ୍ତଣ୍ଡ, ଦିନମଣି
ପାଣି - ଜଳ, ବାରି, ଜୀବନ
ଅଗ୍ନି - ଅନଳ , ନିଆଁ, ପାବକ, ବହ୍ନି, ବୈଶାନର