10th Class Physical Science (ଭୌତିକ ବିଜ୍ଞାନ) - Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ All Question With Answer
↓ Question & Answer ↓
(a) ମୌଳିକଗୁଡ଼ିକର ଧାତବ ପ୍ରକୃତି କମିଯାଏ ।
(b) ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା ବୃଦ୍ଧି ପାଏ ।
(c) ପରମାଣୁଗୁଡ଼ିକ ସହଜରେ ଇଲେକ୍ଟ୍ରନ୍ ତ୍ୟାଗ କରିପାରନ୍ତି ।
(d) ଅକ୍ସାଇଡ୍ଗୁଡ଼ିକ ଅଧ୍ଵ ଅମ୍ଳୀୟ ହୋଇଥାଏ ।
Answer:
(c) ପରମାଣୁଗୁଡ଼ିକ ସହଜରେ ଇଲେକ୍ଟ୍ରନ୍ ତ୍ୟାଗ କରିପାରନ୍ତି ।