10th Class Physical Science (ଭୌତିକ ବିଜ୍ଞାନ) - Chapter 3 ଧାତୁ ଓ ଅଧାତୁ All Question With Answer
↓ Question & Answer ↓
(a) ସୋଡ଼ିୟମ୍ କ୍ଲୋରାଇଡ୍ ଦ୍ରବଣ ଏବଂ ତମ୍ବାଧାତୁ ।
(b) ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ ଦ୍ରବଣ ଏବଂ ଏଲୁମିନିୟମ୍ ଧାତୁ ।
(c) ଫେରସ୍ ସଲ୍ଫେଟ୍ ଦ୍ରବଣ ଏବଂ ସିଲ୍ଭର୍ ଧାତୁ । ତମ୍ବା ଧାତୁ ।
(d) ସିଲ୍ଭର୍ ନାଇଟ୍ରେଟ୍ ଦ୍ରବଣ ଏବଂ ଧାତୁ
Answer:
(d) ସିଲ୍ଭର ନାଇଟ୍ରେଟ୍ ଦ୍ରବଣ ଓ ତମ୍ବା
(a) ଗ୍ରୀଜ、 ପ୍ରୟୋଗ ଦ୍ଵାରା
(b) ରଙ୍ଗ ପ୍ରଲେପ ଦ୍ଵାରା
(c) ଜିଙ୍କର ଆବରଣ ପ୍ରୟୋଗ ଦ୍ଵାରା
(d) ଉପରୋକ୍ତସମସ୍ତ ପ୍ରଣାଳ1 ଦ୍ବ|ରା
Answer:
(c) ଜିଙ୍କର ଆବରଣ ପ୍ରୟୋଗ ଦ୍ଵାରା ।
(a) ଜିଙ୍କ୍ ଟିଣଠାରୁ ଅଧିକ ମୂଲ୍ୟବାନ ଅଟେ ।
(b) ଜିଙ୍କ୍ ଟିଣଠାରୁ ଉଚ୍ଚ ଗଳନାଙ୍କ ବିଶିଷ୍ଟ ।
(c) ଜିଜ୍ ଟିଣଠାରୁ ଅଧିକ ପ୍ରତିକ୍ରିୟାଶୀଳ ।
(d) ଜିଙ୍କ୍ ଟିଣଠାରୁ କମ୍ ପ୍ରତିକ୍ରିୟାଶୀଳ ।
Answer:
(c) ଜିଙ୍କ୍ ଟିଣଠାରୁ ଅଧିକ ପ୍ରତିକ୍ରିୟାଶୀଳ ।
(a)
(i) ପ୍ରଦତ୍ତ ନମୁନାକୁ ହାତୁଡ଼ି ସାହାଯ୍ୟରେ ପିଟିଲେ ଯଦି ତାହା ପ୍ରସାରିତ ହୋଇ ପତଳା ତେବେ ତାହା ଧାତୁ । ଯଦି ନମୁନାଟି ଭାଙ୍ଗି ଗୁଣ୍ଡ ହୋଇଯାଏ ତେବେ ତାହା ଅଧାତୁ ।
(ii) ଧାତୁକୁ ହାତୁଡ଼ିରେ ଆଘାତ କଲେ ସେଥିରୁ ଧ୍ଵନି ବାହାରେ, କିନ୍ତୁ ଅଧାତୁରୁ କୌଣସି ଧ୍ବନି ବାହାରେ ନାହିଁ ।
(b) ବ୍ୟାଟେରୀ, ବଲ୍ବ, ତାର ଓ ସ୍ଵିକୁ ନେଇ ଚିତ୍ରରେ ପ୍ରଦର୍ଶିତ ହେବାଭଳି ପରିପଥ ପ୍ରସ୍ତୁତ କରାଯାଉ, ପରିପଥର A ଓ B ପ୍ରାନ୍ତରେ ନମୁନାକୁ ଲଗାଇ ସୁଇଚ୍ ON କଲେ ଯଦି ବଲ୍ବ ଜଳିବ ତେବେ ନମୁନାଟି ଧାତୁ, ନଚେତ୍ ଅଧାତୁ ।
Answer:
ଯେଉଁ ଧାତବ ଅକ୍ସାଇଡ୍ ଉଭୟ ଅମ୍ଳ ଓ କ୍ଷାରକ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟିକରେ ତାହାକୁ ଉଭୟ ଧର୍ମୀ ଅକ୍ସାଇଡ୍ ବା ଏମ୍ପୋଟେରିକ୍ ଅକ୍ସାଇଡ କହନ୍ତି ।
ଉଦାହରଣ :
ଜିଙ୍ଗ୍ ଅକ୍ସାଇଡ୍ (ZnO) ଓ ଏଲୁମିନିୟମ୍ ଅକ୍ସାଇଡ୍ ( Al2O3 ) ଏମ୍ପୋଟେରିକ୍ ଅକ୍ସାଇଡ |
Answer:
(i) ସକ୍ରିୟତା ଅନୁକ୍ରମରେ ହାଇଡ୍ରୋଜେନ୍ ଉପରେ ଥିବା ଯେକୌଣସି ଦୁଇଟି ମୌଳିକ ନେଲେ ତାହା ହାଇଡ୍ରୋଜେନକୁ ବିସ୍ଥାପନ କରିବ । ଲଘୁ ଅମ୍ଳରୁ ହାଇଡ୍ରୋଜେନ୍, ମ୍ୟାଗ୍ନେସିୟମ୍ ଓ ଏଲୁମିନିୟମ୍କୁ ବିସ୍ଥାପନ କରିବ ।
(ii) କପର ଓ ସିଲ୍ଭର ଲଘୁ ଅମ୍ଳରୁ ହାଇଡ୍ରୋଜେନ୍କୁ ବିସ୍ଥାପନ କରେ ନାହିଁ ।
Answer:
'M' ଧାତୁର ବୈଦ୍ୟୁତିକ ଶୋଧନ ପାଇଁ
(i) ଅଶୋଧିତ M ଧାତୁକୁ ଧାତୁକୁ ଏନୋଡ ରୂପେ ନିଆଯାଏ |
(ii) ବିଶୁଦ୍ଧ M ଧାତୁକୁ କ୍ୟାଥୋଡ ରୂପେ ନିଆଯାଏ |
(iii)M ଧାତୁରଏକ ଲବଣର ଦ୍ରବଣକୁ ବିଦ୍ୟୁତ ବିଶ୍ଲେଷ୍ୟ ରୂପେ ନିଆଯାଏ |-
a) ଗ୍ୟାସ୍ର କ୍ରିୟାଶୀଳତା
(i) ଶୁଷ୍କ ଲିଟମସ୍ କାଗଜ ଉପରେ କ’ଣ ହେବ ?
Answer: ଶୁଷ୍କ ଲିଟମସ୍ କାଗଜ ଉପରେ କୌଣସି ପ୍ରତିକ୍ରିୟା ହେବ ନାହିଁ । ଅର୍ଥାତ୍ ଗ୍ୟାସ୍ର କ୍ରିୟାଶୀଳତା ଅପରିବର୍ତ୍ତିତ ରହିବ ।
(ii) ଆର୍ଦ୍ର ଲିଟମସ୍ କାଗଜ ଉପରେ କ’ଣ ହେବେ ?
Answer: ଆର୍ଦ୍ର ନୀଳ ଲିଟମସ୍ କାଗଜ ଲାଲ୍ ହେବ ।
(b) ସୃଷ୍ଟି ହୋଇଥିବାପ୍ରତିକ୍ରିୟାର ଏକ ସମତୁଲ
Answer:
Answer:
(i) ଗାଲଭାନିଜେସନ (ଜିଙ୍କ୍ ଲେପନ) : ଏହି ପ୍ରଣାଳୀରେ ଜିଙ୍କର ଏକ ପତଳା ସ୍ତରର ଆଚ୍ଛାଦନ ଦ୍ଵାରା ଲୁହାକୁ କଳଙ୍କି ନିରୋଧ କରାଯାଇ ପାରିବ ।
(ii) (b) ରଙ୍ଗ ଲେପନ: ଲୌହ ପଦାର୍ଥ ଉପରେ ରଙ୍ଗର ଲେପ ଦେଇ କଳଙ୍କିରୋଧ କରାଯାଇପାରିବ ।
Answer:
ଅଧାତୁ ସହ ଅକ୍ସିଜେନ୍ ସଂଯୋଗ ହେଲେ ଅମ୍ଳୀୟ ବା ନିରପେକ୍ଷ ଅକ୍ସାଇଡ୍ ଉତ୍ପନ୍ନ ହୁଏ ।
ଉଦାହରଣ:
ଅମ୍ଳୀୟ ଅକ୍ସାଇଡ୍ – CO2, SO2
ନିରପେକ୍ଷ ଅକ୍ସାଇଡ୍ – H2O, CO, N2O
Answer:
(a) ପ୍ଲାଟିନମ, ସୁନା ଏବଂ ରୁପା ଗହଣା ତିଆରିରେ ବ୍ୟବହୃତ ହୁଏ ।
Ans :
(i) ପ୍ଲାଟିନମ୍, ସୁନା ଓ ରୁପା ସବୁଠାରୁ କମ୍ ପ୍ରତିକ୍ରିୟାଶୀଳ ଧାତୁ । ଏଗୁଡ଼ିକ ସହଜରେ ବାୟୁଦ୍ବାରା କ୍ଷୟପ୍ରାପ୍ତ ହୁଅନ୍ତି ନାହିଁ ।
(ii) ଏଗୁଡ଼ିକ ଅତି ନମନୀୟ, ତନ୍ୟ ଓ ଉଜ୍ଜଳ । ତେଣୁ ଏଗୁଡ଼ିକ ଗହଣା ତିଆରିରେ ବ୍ୟବହୃତ ହୁଏ
(b) ତେଲ ଭିତରେ ସୋଡ଼ିୟମ୍, ପୋଟାସିୟମ୍କୁ ଓ ଲିଥିୟମ୍କୁ ରଖାଯାଏ ।
Ans :
(i) ପୋଟାସିୟମ୍, ସୋଡ଼ିୟମ୍ ଓ ଲିଥିୟମ୍ ସାଧାରଣ ତାପମାତ୍ରାରେ ଏତେ ଜୋରରେ ପ୍ରତିକ୍ରିୟା କରେ ଯେ ସେଗୁଡ଼ିକରେ ନିଆଁ ଲାଗିଯାଏ ।
(ii) ତେଣୁ ଦୁର୍ଘଟଣାଜନିତ ନିଆଁରୁ ରକ୍ଷା ପାଇବା ପାଇଁ ସେଗୁଡ଼ିକୁ ସର୍ବଦା କିରୋସିନ୍ରେ ବୁଡ଼ାଇ ରଖାଯାଏ ।
(c) ଯଦିଓ ଏଲୁମିନିୟମ୍ ଏକ ଉଚ୍ଚ କ୍ରିୟାଶୀଳ ମୌଳିକ, ତଥାପି ଏହାକୁ ରନ୍ଧନ ବାସନକୁସନ ତିଆରିରେ ବ୍ୟବହାର କରାଯାଏ ।
Ans :
(i) ଏଲୁମିନିୟମ୍ କ୍ଷୟରୋଧୀ ଓ ତାପର ସୁପରିବାହୀ । ଏହାର ପୃଷ୍ଠଦେଶ ଅକ୍ସାଇଡ୍ର ଏକ ପ୍ରତିକ୍ରିୟାହୀନ ସ୍ତର ସୃଷ୍ଟିକରେ ।
(ii) ଏହି ଅକ୍ସାଇଡ୍ର ଆସ୍ତରଣ ଧାତୁକୁ ସଂକ୍ଷାରଣରୁ ରକ୍ଷାକରେ । ତେଣୁ ଏହାକୁ ରନ୍ଧନ ବାସନକୁସନ ତିଆରିରେ କରାଯାଏ ।
(d) ଧାତୁ ନିଷ୍କାସନ ପ୍ରଣାଳୀରେ କାର୍ବୋନେଟ୍ ଓ ସଲଫାଇଡ୍ ଧାତୁପିଣ୍ଡକୁ ଅକ୍ସାଇଡ୍ରେ ପରିଣତ କରାଯାଏ ।
Ans : ଧାତବ ଅକ୍ସାଇଡ୍କୁ ସହଜରେ ବିଜାରଣ କରି ସେଥୁରୁ ଧାତୁ ନିଷ୍କାସନ କରାଯାଇ ପାରିବ । କିନ୍ତୁ ସଲଫାଇଡ୍ ଓ କାର୍ବୋନେଟ୍ ଧାତୁପିଣ୍ଡରୁ ଧାତୁ ନିଷ୍କାସନ ସହଜରେ କରାଯାଇ ପାରିବ ନାହିଁ ।
Answer:
(i) ମଳିନ ପଡ଼ିଥିବା ତମ୍ବା ପାତ୍ରଗୁଡ଼ିକ ଉପରେ କପର କାର୍ବୋନେଟ୍ର ଏକ ସ୍ତର ଥାଏ ।
(ii) କ୍ଷାରୀୟ କପର କାର୍ବୋନେଟ୍ ଜଳରେ ଅଦ୍ରବଣୀୟ । କିନ୍ତୁ ଲେମ୍ବୁରସ ଏବଂ ତେନ୍ତୁଳି ରସ ଭଳି ଅମ୍ଳରେ ଦ୍ରୁତ ଦ୍ରବଣୀୟ । ତେଣୁ ସହଜରେ ତମ୍ବା ପାତ୍ରଗୁଡ଼ିକ ସଫା ହୋଇଯାଏ ।
ଉ :
| ଧାତୁ | ଅଧାତୁ |
|---|---|
| (i) ଧାତୁମାନେ ଇଲେକ୍ଟ୍ରନ୍ ତ୍ୟାଗ କରି ଯୁକ୍ତାୟନ ସୃଷ୍ଟିକରନ୍ତି ।
(ii) ଧାତବ ଅକସାଇଡ୍ ଗୁଡ଼ିକ କ୍ଷାରୀୟ । ଏମାନେ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରନ୍ତି । _ (iii) ଧାତୁମାନେ ପ୍ରାୟତଃ ଜଳ ସହ ପ୍ରତିକ୍ରିୟା କଲେ ହାଇଡ୍ରେ।ଜେନ ଗ୍ୟାସ ଉତ୍ପନ ହୁଏ । (iv) ଧାତୁ ମାନେ ଲଘୁ ଅମ୍ଳ ସହ ପ୍ରତିକ୍ରିୟା କରିବାରୁ ଲବଣ ଓ ହାଇଡ୍ରୋଜେନ ଗ୍ୟାସ ଉତ୍ପନ ହୁଏ । (v) ଧାତୁମାନେ କେବଳ ଅଧାତୁ ମ।ନଙ୍କ ସହ ଯୌଗିକ ଗଠନ କରନ୍ତି । |
(i) ଅଧାତୁମାନେ ଇଲେକ୍ଟ୍ରନ୍ ଗ୍ରହଣ କରି ବିଯୁକ୍ତାୟନ ସୃଷ୍ଟି କରନ୍ତି ।
(ii) ଅଧାତୁ ଅକ୍ଵାଇଡ୍ ଗୁଡ଼ିକ ଅମ୍ଳୀୟ । ଏମାନେ କ୍ଷାରକ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟି କରନ୍ତି। _ (iii) ଅଧାତୁମ।ନଙ୍କର ଏ ପ୍ରକାରର ପ୍ରତିକ୍ରିୟା ପ୍ରାୟତଃ ଘଟେନାହିଁ । (iv) ଅଧାତୁମାନେ ଲଘୁ ଅମ୍ଳ ସହ ପ୍ରତିକ୍ରିୟା କରନ୍ତି ନାହିଁ । (v) ଅଧାତୁମାନେ ଉଭୟ ଧାତୁ ଓ ଅଧାତୁ ସହ ଯୌଗିକ ଗଠନ କରନ୍ତି । |
ଗୋଟିଏ ଲୋକ ଦୁଆର ଦୁଆର ବୁଲି ନିଜକୁ ବଣିଆ ବୋଲି କହିଲା । ସେ ପୁରୁଣା ଏବଂ ମାନ୍ଦା ସୁନା ଅଳଙ୍କାରକୁ ନୂତନ କରିଦେବ ବୋଲି ପ୍ରତିଶ୍ରୁତି ଦେଲା । ନିଃସନ୍ଦେହରେ ଜଣେ ଭଦ୍ର ମହିଳା ଏକ ଯୋଡ଼ା ଚୁଡ଼ି ତାକୁ ଦେବାରୁ ସେ ତାକୁ ଏକ ନିର୍ଦ୍ଦିଷ୍ଟ ଦ୍ରବଣରେ ବୁଡ଼ାଇଦେଲା । ଏହାପରେ ସେହି ଚୁଡ଼ିଗୁଡ଼ିକ ନୂଆପରି ଚକ୍ ଚକ୍ ହୋଇଗଲା । ମାତ୍ର ତା’ର ଓଜନ ବହୁତ କମିଗଲା । ସେହି ସ୍ତ୍ରୀଲୋକଟି ଅଶାନ୍ତ ହୋଇ କିଛି ସମୟ ଯୁକ୍ତିତର୍କ କଲାପରେ ଦୁଃଖରେ ସମାଧାନ କରି ସେଠୁ ଚାଲିଗଲା | ଯେଉଁ ଦ୍ରବଣ ଟି ବ୍ୟବହାର କରାଗଲା ତା'କୁ ତୁମେ ଚିହ୍ନିପାରିବ କି ?
Answer:
(i) ଲୋକଟି ବ୍ୟବହାର କରିଥିବା ଉକ୍ତ ଦ୍ରବଣର ନାମ ଆକ୍କାରେଜିଆ ବା ଅମ୍ଳରାଜ। ସଦ୍ୟ ପ୍ରସ୍ତୁତ ଗାଢ଼ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଏବଂ ଗାଢ଼ ନାଇଟ୍ରିକ୍ ଏସିଡ୍ର 3 : 1 ମିଶ୍ରଣ । ଏ ଦୁଇ ଅମ୍ଳ ମଧ୍ୟରୁ କୌଣସିଟି ସୁନାକୁ ଦ୍ରବୀଭୂତ କରିପାରେ ନାହିଁ । କିନ୍ତୁ ଏହାର ମିଶ୍ରଣ ସୁନାକୁ ଦ୍ରବୀଭୂତ କରିପାରେ ।
(ii) ଅମ୍ଳରାଜରେ ଏକ ଯୋଡ଼ା ଚୁଡ଼ିକୁ ପକାଇବା ଦ୍ଵାରା କିଛି ସୁନା ଦ୍ରବୀଭୂତ ହୋଇଗଲା, ଫଳରେ ଓଜନରେ