10th Class Sanskrit (ସଂସ୍କୃତ ) - Chapter 1 सुशिष्य: उपमन्यु:(ସୁଶିଷ୍ୟ ଉପମନ୍ୟୁ ) All Question With Answer

↓ Question & Answer ↓

1. निजभासया प्रायशः बाक्यत्रयेण उत्तंग लिखित ।
( ନିଜଭାଷୟା ପରାୟଶଃ ବାକ୍ଯତ୍ରୟେଣ ଉତ୍ତରଂ ଲିଖତ)
(ନିଜ ଭାଷାରେ ପ୍ରାୟ ତିନୋଟି ବାକ୍ୟରେ ଉତ୍ତର ଲେଖ ।)

(क) उपमन्यु: क्थ गुरवे सर्व भौक्षयं न्यबेदयेत् ?
( ଉପମନ୍ୟୁଃ କଥଂ ଗୁରବେ ସର୍ବଂ ଭୈକ୍ଷ୍ଯଂ ନ୍ଯବେଦୟତ ?)
(ଉପମନୁ୍ୟୁ କାହିଁକି ଗୁରୁଙ୍କୁ ସବୁ ଭିକ୍ଷା ଅର୍ପଣ କରୁଥ୍‌ଲେ ?)
ଉ- ବ୍ୟାସଦେବ ବିରଚିତ ମହାଭାରତରେ ବର୍ଣ୍ଣିତ ସୁଶିଷ୍ଯ ଉପମନ୍ୟୁଙ୍କରଗୁରୁ ଥୁଲେ ରଷି ଧୌମ୍ୟ ।
ଗୁରୁଙ୍କ ନିର୍ଦ୍ଦେଶରେ ସେ ଦିନରେ ଗୋଚାରଣ କରି ସନ୍ଧ୍ୟାରେ ତାଙ୍କ ସମ୍ମୁଖରେପ୍ରଣାମ କରି ଉପସ୍ଥିତ ହେଉଥିଲେ । ଭିକ୍ଷାଲବ୍ଧ ଦ୍ରବ୍ୟଦ୍ଵାରା ଜୀବିକା ନିର୍ବାହ କରି ହୃଷ୍ଟପୁଷ୍ଟ ଥୁବା ଉପମନ୍ୟୁ ଗୁରୁଙ୍କ ଆଦେଶରେ ସମସ୍ତ ଭିକ୍ଷାପ୍ରାପ୍ତ ଦ୍ରବ୍ଯ ଗୁରୁଙ୍କୁ ପ୍ରଦାନ କରୁଥିଲେ ।


(ख)“नैतत्‌ न्याय्यम्‌”' इति गुरो: कथनस्य कः अभिप्राय: ?
("ନୈତତ୍‌ ନ୍ୟାଯ୍ୟମ୍‌" ଇତି ଗୁରୋଃ କଥନସ୍ଯ କଃ ଅଭିପ୍ରାୟଃ ?)
(ଏହା ନ୍ୟାୟସଙ୍ଗତ ନୁହେଁ ବୋଲି ଗୁରୁଙ୍କ ଉକ୍ତିର ଉଦ୍ଦେଶ୍ୟ କ'ଣ ?)
ଉ- ସୁଶିଷ୍ଯ ଉପମନ୍ଯୁ ଗୁରୁଧୌମ୍ୟଙ୍କ ଆଦେଶ କ୍ରମେ ପ୍ରଥମ ଭିକ୍ଷାର୍ଜିତ ସମସ୍ତ ଦ୍ରବ୍ଯ ଗୁରୁଙ୍କୁ ପ୍ରଦାନ
କରୁଥିଲେ । କିନ୍ତୁ ସେ ପୁନର୍ବାର ଭିକ୍ଷାବୃଭି ଅବଲମ୍ବନ କରି ଯାହା ପାଉଥ୍‌ଲେ ସେଥ୍‌ରେ ସେ
ଜୀବିକାର୍ଜନ କରି ହୃଷ୍ଟପୁଷ୍ଟ ଥୁଲେ । ଏହା ଗୁରୁଙ୍କ ସମ୍ମୁଖରେ ପ୍ରକାଶ କରିବାରୁ ଗୁରୁ ଏହା ନ୍ୟାୟୋଚିତ
ନୁହେଁ ବୋଲି ମତବ୍ଯକ୍ତ କରିଥୁଲେ ।


(ग). उपमन्यु: क्थं दृष्टिहीन: सन्‌ कूपे अपतत्‌ ?
( ଉପମନ୍ୟୁଃ କଥଂ ଦୃଷ୍ଟିହୀନଃସନ୍‌ କୂପେ ଅପତତ୍‌ ?)
( ଉପମନ୍ୟୁ କିପରି ଦୃଷ୍ଟିହୀନ ହୋଇ କୂଅରେ ପଡ଼ିଗଲେ ?)
ଉ- "ଭୁକ୍ଷିତଃ କିଂ ନ କରୋତି ପାପମ୍‌”ଅର୍ଥାତ୍‌ ଭୋକିଲା ବ୍ଯକ୍ତି କ'ଣ ବା ପାପ ନ କରେ ? ଏକଦା
ସୁଶିଷ୍ୟ ଉପମନ୍ୟୁ ଗୁରୁଙ୍କ ନିର୍ଦ୍ଦେଶରେ ଆହାର ବୃଭି ପାଇଁ ଆଦରି ନେଇଥିବା ଭିକ୍ଷାବୃଭି ଲବ୍ଧ ସମସ୍ତ
ଦ୍ରବ୍ଯ ଗୁରୁଙ୍କୁ ଦେଇଦେଲେ । ଗୁରୁ ତାଙ୍କୁ ସମସ୍ତ ଉପାୟରୁ ମଧ୍ଯ ବାରଣ କଲେ । ସୁତରାଂ ଏକଦା
କ୍ଷୁଧାର୍ତ୍ତଉପମନ୍ଯୁ କ୍ଷୁଧା ଜ୍ବାଳାରେ ବଣରେ ବୁଲୁଥୁବା ବେଳେ ଅରଖ ପତ୍ରଗୁଡ଼ିକ ଖାଇ ଦୃଷ୍ଟିଶକ୍ତି
ହରାଇ ଗୋଟିଏ କୂଅ ମଧ୍ୟରେ ପଡିଗଲେ ।


(घ) केन भाबेन उपमन्यु: चक्षुर्दूयंप्राप्तबान् ?
( କେନ ଭାବେନ ଉପମନୁଯୁଃ ଚକ୍ଷୁର୍ଦ୍ୟୟଂପ୍ରାପ୍ତବାନ?)
(କିପରି ଉପମନ୍ୟୁ ଚକ୍ଷୁଦୁଇଟି ଲାଭ କଲେ ?)
ଉ-- ସୁଶିଷ୍ୟ ଉପମନ୍ୟୁ ଗୁରୁ ଧୌମ୍ୟଙ୍କ ନିର୍ଦ୍ଧେଶକ୍ରମେଜୀବିକାନିର୍ବାହ ପାଇଁ କୌଣସି ବୃତ୍ତିକୁଆପଣାଇ ପାରିଲେ
ନାହିଁ । କ୍ଷୁଧା ହେତୁ ଅରଖପତ୍ର ଖାଇ ଗୋଟିଏ କୂପ ମଧ୍ଯରେ ଅଜାଣତରେ ପଡ଼ିଗଲେ । ଗୁରୁ ଧୌମ୍ୟ ଏହି
ସମସ୍ତ ବିଷୟ ଅବଗତ ହେଲାପରେ ଉପମନ୍ୟୁଙ୍କୁ ସ୍ଵର୍ଗବୈଦ୍ୟ ଅଶ୍ଵିନୀକୁମାର ଦ୍ଵୟଙ୍କୁ ସ୍ତୁତି କରିବାକୁ
ପରାମର୍ଶ ଦେଲେ । ତାଙ୍କ ସ୍ତୁତିରେ ତଥା ଗୁରୁଭକ୍ତିରେ ପ୍ରସନ୍ନ ହୋଇ ଅଶ୍ଵିନୀକୁମାର ଦୁହେଁ ଉପମନ୍ୟୁକୁ
ଗୋଟିଏ ପିଠା ଖାଇବାକୁ ଦେଲେ । ସେହି ପିଠାଟି ଖାଇବାପରେ ଉପମନ୍ୟୁ ଦୃଷ୍ଟିଶକ୍ତି ଫେରିପାଇଲେ ।


(ङ)प्रतिमान् उपाधाय: उपमन्युं किम् अबदत् ?
( ପ୍ରତିମାନ୍‌ ଉପାଧାୟଃ ଉପମନ୍ୟୁଂ କିମ୍‌ ଅବଦତ ? )
(ପ୍ରୀତ ହୋଇ ଉପାଧ୍ୟାୟ ଉପମନ୍ୟୁଙ୍କୁ କ'ଣ କହିଲେ ?)
ଉ-- ଗୁରୁ ଧୌମ୍ୟ ସୁଶିଷ୍ୟ ଉପମନ୍ୟୁ ଉପରେ ସନ୍ତୁଷ୍ଟ ହୋଇ କହିଲେ“ହେ ବତ୍ସ ! ସ୍ବର୍ଗବୈଦ୍ୟ ଅଶ୍ଵିନୀକୁମାର
ଦୁଇଜଣ ଯେପରି କହିଲେ ତୁମର ସେପରି ମଙ୍ଗଳ ହେବ । ସମସ୍ତ ବେଦ ଓ ସବୁ ଧର୍ମଶାସ୍ତ୍ରରେ ତୁମେ
ପାରଙ୍ଗମ ହେବ । ତୁମେ ସର୍ବ ଶାସ୍ତ୍ରଜ୍ଞହେବ ।

(क) उपमन्योः गुरोर्नाम किम् ?
( ଉପମନ୍ୟୋଃ ଗୁରୋର୍ନାମ କିମ୍‌ ?)
(ଉପମନୁ୍ୟୁଙ୍କ ଗୁରୁଙ୍କ ନାମ କ'ଣ ?)
ଉ- ସୁଶିଷ୍ୟ ଗୁରୁଭକ୍ତ ଉପମନ୍ୟୁଙ୍କ ଗୁରୁଙ୍କ ନାମ ଧୌମ୍ୟ ।


(ख) उपाध्यायः गोरक्षणाय कं प्रेषयति स्म ?
( ଉପାଧାୟ ଗୋରକ୍ଷଣାୟ କଂ ପ୍ରେଷୟତି ସ୍ମ ?)
(ଗୁରୁ ଗାଈ ଜଗିବାକୁ କାହାକୁ ପଠାଉଥିଲେ ?)
ଉ - ଉପାଧ୍ୟାୟ ଧୌମ୍ୟ ଗାଈ ଜଗିବାପାଇଁ ତାଙ୍କର ସୁଶିଷ୍ୟ ଉପମନ୍ୟୁକୁ ପଠାଇଥିଲେ ।


(ग) उपमन्युः केन वृत्तिं करोति स्म ?
( ଉପମନ୍ୟୁଃ କେନ ବୃତ୍ତିଂକରୋତି ସ୍ମ ?)
(ଉପମନ୍ୟୁ କିପରି ଆହାର ଗ୍ରହଣ କରୁଥିଲେ ?)
ଉ- ଧୌମ୍ୟଙ୍କ ଶିଷ୍ୟ ଉପମନ୍ୟୁ ଭିକ୍ଷାଲବ୍ଧ ଦ୍ରବ୍ୟଦ୍ଵାରା ଜୀବିକାନିର୍ବାହ କରୁଥିଲେ ।


(घ) सायम् उपमन्युः कुत्र स्थित्वा नमस्करोति स्म ?
( ସାୟମ୍‌ ଉପମନୁୟୁଃ କୁତ୍ର ସ୍ଥିତ୍ବା ନମସ୍କରୋତି ସ୍ମ ?)

(ସନ୍ଧ୍ୟାରେ ଉପମନ୍ୟୁ କେଉଁଠି ରହି ପ୍ରଣାମ କରୁଥିଲା ?)
ଉ- ଧୌମ୍ୟ ଋଷିଙ୍କ ସୁଶିଷ୍ୟ ଉପମନ୍ୟୁ ଦିନରେ ଗାଈ ଜଗି ସନ୍ଧ୍ୟା ସମୟରେ ଗୁରୁଙ୍କ ସମ୍ମୁଖରେ ଉପସ୍ଥିତ ରହି ନମସ୍କାର କରୁଥିଲେ ।


(ङ) भैक्ष्येण केषां वृत्त्युपरोधं करोषि इति गुरुः प्रत्यवदत् ?
(ଭୈକ୍ଷୋଣ କେରାଂ ବୃତ୍ଯୁପ୍‌ରୋଧ୍ୟ କରୋଷି ଇତି ଗୁରଃ ପ୍ରତ୍ୟବଦତ୍ ?)
(ଭିକ୍ଷାଦ୍ବାରା କେଉଁମାନଙ୍କ ଜୀବିକାରେ ବାଧା ହେଉଛି ବୋଲି ଗୁରୁ କହିଲେ ?)
ଉ- ଗୁରୁ ଧୌମ୍ୟ ଉପମନ୍ୟୁ ଦ୍ବିତୀୟଥର ଭିକ୍ଷାଗ୍ରହଣ କରୁଥିବାର ଜାଣି କହିଲେ, “ବତ୍ସ ! ଏହାଦ୍ଵାରା ତୁମେ ଅନ୍ୟ ଭିକ୍ଷାଜୀବୀମାନଙ୍କ ଜୀବିକାରେ ବାଧା ସୃଷ୍ଟି କରୁଛ ।’’


(च) क्षुधार्त्तः उपमन्युः कानि अभक्षयत् ?
(କ୍ଷୁଧାର୍ତ୍ତ ଉପମନ୍ୟୁଃକାନି ଅଭକ୍ଷୟତ ?)
( କ୍ଷୁଧାର୍ତ୍ତ ଉପମନ୍ୟୁ କ'ଣ ଖାଇଥିଲା ?)
ଉ- ଗୁରୁ ଧୌମ୍ୟଙ୍କ ସୁଶିଷ୍ୟ ଉପମନ୍ୟୁ କ୍ଷୁଧା ହେତୁ ଅରଖପତ୍ରଗୁଡ଼ିକ ଖାଇଦେଲେ ।


(छ) उपमन्युः गच्छन् कुत्र अपतत् ?
( ଉପମନ୍ୟୁଃ ଗଚ୍ଛନ କୁତ୍ର ଅପତତ୍‌ ?)
(ଉପମନ୍ୟୁ ଯାଉ ଯାଉ କେଉଁଠି ପଡ଼ିଗଲେ ?)
ଉ- ଗୁରୁ ଧୌମ୍ୟଙ୍କ ସୁଶିଷ୍ୟ ଉପମନ୍ୟୁ ଅରଖପତ୍ରଗୁଡ଼ିକ ଖାଇ ଦୃଷ୍ଟିହୀନ ହୋଇ ମାର୍ଗରେ ଯାଉଥିବାବେଳେ ଗୋଟିଏ କୂପ ମଧ୍ଯରେ ପଡ଼ିଗଲେ ।

(ज) कैः सार्द्धम् उपाध्यायः वनमगच्छत् ?
( କୈଃ ସାର୍ଦ୍ଧମ୍ଉପାଧାୟଃବନମଗଚ୍ଛତ୍ ?)
(କେଉଁମାନଙ୍କ ସହିତ ଗୁରୁ ବଣକୁ ଗଲେ ?)
ଉ- ସନ୍ଧ୍ୟା ସମୟରେ ଉପମନ୍ୟୁ ନ ଫେରିବାରୁ ଗୁରୁ ଧୌମ୍ୟ ଅନ୍ୟ ଶିଷ୍ୟମାନଙ୍କ ସହିତ ଉପମନ୍ୟୁଙ୍କୁ ଖୋଜିବାକୁ ବଣକୁ ଯାଇଥିଲେ ।

(झ) उपमन्युः कौ स्तुतवान् ? ( ଉପମନ୍ୟୁ କେଉଁ ଦୁଇଜଣଙ୍କୁ ପ୍ରାର୍ଥନା କଲେ ?) ଉ- ଗୁରୁ ଧୌମ୍ୟଙ୍କ ନିର୍ଦ୍ଦେଶକ୍ରମେ ସୁଶିଷ୍ୟ ଉପମନ୍ୟୁ ସ୍ୱର୍ଗବୈଦ୍ୟ ଅଶ୍ୱିନୀକୁମାରଦ୍ଵୟଙ୍କୁ ପ୍ରାର୍ଥନା କଲେ ।

(ञ) कौ देबभीसेजौ स्त:?
(କୌ ଦେବଭିଷଜୌ ସ୍ତଃ?)
(କେଉଁ ଦୁଇଜଣ ଦେବବୈଦ୍ୟ ?)
ଉ– ଅଶ୍ୱିନୀକୁମାର ଦୁହେଁ ଦେବବୈଦ୍ୟ ଅଟନ୍ତି ।

( ट ) किं साधूकत्म ?
(କିଂ ସାଧୂକ୍ତମ୍ ?)
(କ'ଣ ଯଥାର୍ଥରେ କୁହାଯାଇଛି ?)
ଉ- ସାଧୁମାନେ କୁହନ୍ତି – ଗୁରୁଭକ୍ତିଦ୍ୱାରା କ’ଣ ବା ସିଦ୍ଧି ଲାଭ ନ ହୁଏ ?(କ'ଣ ଯଥାର୍ଥରେ କୁହାଯାଇଛି ?)

(क) गुरुः तं हृष्टपुष्टं दृष्ट्वा उवाच । (कर्त्तरि प्रथमा, उक्ते कर्मणि प्रथमा, अव्यययोगे प्रथमा)
ଗୁରଃ ତଂ ହୃଷ୍ଟପୁଷ୍ଟେ ଦୃଷ୍ଟା ଉବାଚ । (କର୍ତ୍ତରି ପ୍ରଥମା, ଉକ୍ତ କର୍ମଣି ପ୍ରଥମା, ଅବ୍ୟୟଯୋଗେ ପ୍ରଥମା)
ଉ一କର୍ତ୍ତରି ପ୍ରଥମା

(ख) गुरवे सर्वं भैक्ष्यं न्यवेदयत् । (निवेदनार्थे चतुर्थी, निमित्तार्थे चतुर्थी, सम्पद्यमाने चतुर्थी)
ଗୁରବେ ସର୍ବଂ ଭୈକ୍ଷାଂ ନ୍ୟବେଦୟତ୍ । (ନିବେଦନାର୍ଥେ ଚତୁର୍ଥୀ, ନିମିତ୍ତାର୍ଥେ ଚତୁର୍ଥୀ, ସମ୍ପଦ୍ୟମାନେ ଚତୁର୍ଥୀ)
ଉ一 ନିବେଦନାର୍ଥେ ଚତୁର୍ଥୀ

(ग) गुरुस्तं सर्वेभ्यः न्यवारयत् ।
(वारणार्थानामीप्सितः इति पञ्चमी, अपादाने पञ्चमी, निवृत्त्यर्थे पञ्चमी)

ଗୁରୁସ୍ତଂ ସର୍ବେଭିଂ ନ୍ୟବାରୟତ୍ ।
( ବାରଣାର୍ଥାନାମୀପ୍‌ସିତଃ ଇତି ପଞ୍ଚମୀ, ଅପାଦାନେ ପଞ୍ଚମୀ, ନିବୃତ୍ତ୍ୟର୍ଥେ ପଞ୍ଚମୀ)
ଉ一 ନିବୃତ୍ତ୍ୟର୍ଥେ ପଞ୍ଚମୀ

(घ) वत्स ! इममपूपं भक्षय । (कर्त्तरि प्रथमा, सम्बोधने प्रथमा, अव्यययोगे प्रथमा)
ବସ୍ତ୍ର ! ଇମମପୂପଂ ଭକ୍ଷୟ। (କର୍ତ୍ତରି ପ୍ରଥମା, ସମ୍ବୋଧନେ ପ୍ରଥମା, ଅବ୍ୟୟଯୋଗେ ପ୍ରଥମା) ଉ一 ସମ୍ବୋଧନେ ପ୍ରଥମା

(ङ) श्रेयः ते भविष्यति । (सम्बन्धे षष्ठी, कृत्योगे षष्ठी, अनादारे षष्ठी)
ଶ୍ରେୟଃ ତ୍ରେ ଭବିଷ୍ୟତି । (ସମ୍ବନ୍ଧେ ଷଷ୍ଠୀ, କୃତ୍‌ଯୋଗେ ଷଷ୍ଠୀ, ଅନାଦରେ ଷଷ୍ଠୀ)
ଉ一 ସମ୍ବନ୍ଧେ ଷଷ୍ଠୀ

(च) तस्मात् सः अन्विष्यताम् । (उक्ते कर्मणि प्रथमा, कर्त्तरि प्रथमा, अव्यययोगे प्रथमा)
ତସ୍ମାତ୍ ଡଃ ଅନ୍ବିଷ୍ୟତାମ୍ । ( ଉକ୍ତେ କର୍ମଣି ପ୍ରଥମା, କର୍ତ୍ତରି ପ୍ରଥମା, ଅବ୍ୟୟଯୋଗେ ପ୍ରଥମା) ଉ一 ଉକ୍ତେ କର୍ମଣି ପ୍ରଥମା

(छ) नयनाभ्याम् अन्धः सन् भ्रमन् अस्मिन् कूपे पतितोऽहम् ।
(अङ्गविकारे तृतीया, सहार्थे तृतीया, ऊनार्थे तृतीया)

ନୟନାଭ୍ଯାମ୍ର ଅକ୍ଷାଂ ସନ୍ ଭ୍ରମନ୍ ଅସ୍ମିନ୍ କୂପେ ପତିତୋ ଽହମ୍ ।
(ଅଙ୍ଗବିକାରେ ତୃତୀୟା, ସହାର୍ଥେ ତୃତୀୟା, ଊନାର୍ଥେ ତୃତୀୟା)
ଉ一 ଅଙ୍ଗବିକାରେ ତୃତୀୟା

(ज) तौ देवभिषजौ त्वां चक्षुष्मन्तं करिष्यतः ।
(कर्मणि द्वितीया, क्रियाविशेषणे द्वितीया, अत्यन्तसंयोगे द्वितीया)

ତୌ ଦେବଭିଷଜୌ ତ୍ବା ଚକ୍ଷୁଷ୍ମନ୍ତ କରିଷ୍ୟତଃ ।
(କର୍ମଣି ଦ୍ବିତୀୟା, କ୍ରିୟା ବିଶେଷଣେ ଦ୍ଵିତୀୟା, ଅତ୍ୟନ୍ତ ସଂଯୋଗେ ଦ୍ଵିତୀୟା)
ଉ一 କର୍ମଣି ଦ୍ବିତୀୟା

ଉ- ପୁରତଃ ( ଆଗରେ ) - ଶିକ୍ଷକସ୍ୟ ପୁରତଃ ଛାତ୍ରୀ ପଠନ୍ତି ।
କର୍ତ୍ତବ୍ୟମ୍ (କରିବାଯୋଗ୍ୟ) – ମମ ଏତତ୍ କର୍ଭବ୍ୟମ୍ ।
ସର୍ବତଃ (ସବୁଆଡ଼େ) - ଗ୍ରାମଂ ସର୍ବତଃ ବିଦୁଃସୀ ସନ୍ତି ।
ଭ୍ରମନ୍ (ବୁଲୁବୁଲୁ) - ଶିଶୁ ଭ୍ରମନ୍ ଖାଦତି ।
ସାର୍ଧମ୍ (ସହିତ) - ଜନକେନ ସାର୍ଧନଂ ପୁତରଃଗଛତି ।
କୁତ୍ର (କେଉଁଠି) - ତବ ଗୃହଂ କୁତ୍ର ?
ଶୁତ୍ବା (ଶୁଣି) - ମମ କଥା ଶୁତ୍ବା ବାଳକଃ ଅହସତ୍ ।
ତ୍ବାମ୍ (ତୁମକୁ) - ବୟଂ ତ୍ବା ସମ୍ୟକ୍ ଜାନୀମଃ ।
ଅତୀବ (ଅତ୍ୟନ୍ତ)- ମମ ଭ୍ରାତା ଅତୀବ ଚପଳେ ଅସ୍ତି ।
ନିକଷା (ନିକଟରେ) - ଦେବାଳୟଂ ନିକଷା ସରୋବରଃ ଶୋଭତେ ।

ଉ-
ଉପାଧ୍ୟାୟଃ + ତମ୍‌ = ଉପାଧ୍ୟାୟସ୍ତମ୍‌
ପ୍ରତି + ଅବାଦୀତ୍ବ = ପ୍ରତ୍ଯବାଦୀତ୍ଵ
ବୂଭି + ଉପରୋଧମ୍‌ = ବୃତ୍ଯୁପରୋଧମ୍
କଦାଚିତୁ + ଅରଣ୍ୟେ = କଦାଚିଦର6ଣ୍ଯ
ଯାନ + ଉପାୟାନ୍ନ = ଯାନୁପାୟାନଵ ।
ଶିଷ୍ୟଯାନ୍‌ + ଅବଦତୁ = ଶିଷ୍ଯାନବଦତ୍
ନି + ଅବାରୟତୃ = ନ୍ୟବାରୟତ୍ବ
କୁତ୍ର + ଅସି “ = କୁତ୍ରାସି
ସାର୍ଦ୍ଧମ୍ + ଅରଣ୍ଯମ୍‌ = ସାର୍ଦ୍ଧମରଣ୍ୟମ୍
ପ୍ର + ଆହତୁଃ = ପ୍ରାହତୁଃ
ପତିତଃ + ଅସି =ପତିତୋଽସି
ତଥା + ଏବ = ତଥୈବ
ସାଧୁ + ଉକ୍ତମ୍‌ = ସାଧୂକ୍ତମ୍‌

ଉ -
ଉପାଧ୍ୟାୟସ୍ଯାଗ୍ରତଃ = ଉପାଧ୍ୟାୟସ୍ଯ + ଅଗ୍ରତଃ
ନାଗଚ୍ଛତି = ନ + ଆଚଗଚ୍ଛତି
ନମଶ୍ଚକାର = ନମଃ + ଚକାର
କଦାଚିଦରଣ୍ୟେ = କଦାଚିତ、+ଅରଣ୍ୟେ
ତସ୍ମାଦେବ = ତସ୍ମାତ୍ର + ଏବ
ପ୍ରତ୍ୟୁବାଚ= ପ୍ରତି + ଉବାଚ
ଭୈକ୍ଷ୍ୟମଗୃହଣାତ୍= ଭୈକ୍ଷ୍ୟମ୍‌ + ଅଗୃହଣାତ୍
ସର୍ବମବଦତ୍ .= ସର୍ବମ୍‌ + ଅବଦତ୍
ନୈତତ୍= ନ + ଏତତ୍
ତମୁପଧ୍ଯାୟଃ = ତମ୍‌ + ଉପାଧ୍ୟାୟଃ
ଗୁରୁସ୍ତମ୍‌ = ଗୁରୁଃ + ତମ୍‌

(क) गोरक्षणाय (गवां रक्षणं तस्मै, गोभ्यः रक्षणं तस्मै, गोषु रक्षणं तस्मै) ଗୋରକ୍ଷଣାୟ (ଗବାଂ ରକ୍ଷଣଂ ତସ୍ମୈ , ଗୋଭ୍ୟଃ ରକ୍ଷଣଂ ତସ୍ମୈ, ଗୋଷୁ ରକ୍ଷଣଂ ତସ୍ମୈ) (ख) निशायाः मुखं तस्मिन् (निशामुखौ, निशामुखे, निशामुखेन) ନିଶାୟୀଃ ମୁଖ୍ୟଂ ତସ୍ମିନ୍ (ନିଶାମୁଖୀ, ନିଶାମୁଖେ, ନିଶାମୁଖେନ) (ग) लव्धचक्षुः (अव्ययीभावः, बहुव्रीहिः, तत्पुरुषः) ଲବ୍ଧଚକ୍ଷୁଃ (ଅବ୍ୟୟୀଭାବାଃ, ବହୁବ୍ରୀହିଃ, ତତ୍‌ପୁରୁଷଃ) ର୍ତ୍ତଃ (घ) क्षुधार्त्तः (क्षुधया ऋतः, क्षुधाम् आर्त्तः, क्षुधायाः आर्तः) କ୍ଷୁଧାର୍ତ୍ତଃ (କ୍ଷୁଧୟା ଋତଃ, କ୍ଷୁଧାମ୍ ଆର୍ତ୍ତଃ କ୍ଷୁଧୟାଃ ଆର୍ତଃ)

BSE Odisha 10th Class Sanskrit (ସଂସ୍କୃତ ) Detailed Text: